ଖୋଲା ଆକାଶ ତଳେ ଶହଶହ ନିରାଶ୍ରୟ: ସୁପ୍ରିମକୋର୍ଟଙ୍କ ଆଦେଶ ଧର୍ମକୁ ଆଖିଠାର

ଭୁବନେଶ୍ୱର: ସହରର ଖୋଲା ଆକାଶ ତଳେ କେହି ଶୋଇବେନି। ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ପରେ ସହରାଞ୍ଚଳ ବାସହୀନଙ୍କ ପାଇଁ ତିଆରି ହୋଇଥିଲା ‘ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ’(ଏସ୍‌ୟୁଏଚ୍‌)। ରାଜ୍ୟର ସମସ୍ତ ପୌରସଂସ୍ଥାଙ୍କ ସହ ବିଏମ୍‌ସି ଅଞ୍ଚଳରେ ଜାତୀୟ ସହରାଞ୍ଚଳ ଜୀବୀକା ମିସନ୍‌ (ଏନ୍‌ୟୁଏଲ୍‌ଏମ୍‌)ଅଧୀନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏସ୍‌ୟୁଏଚ୍‌ ନିର୍ମାଣ ହୋଇଥିଲା। ହେଲେ ନିରାଶ୍ରୟଙ୍କ ଭାଗ୍ୟ କିନ୍ତୁ ପରିବର୍ତ୍ତନ ହେଲାନି। ରାସ୍ତାକଡ଼ରେ ସେମିତି ପଡ଼ି ରହିଲେ। … Continue reading ଖୋଲା ଆକାଶ ତଳେ ଶହଶହ ନିରାଶ୍ରୟ: ସୁପ୍ରିମକୋର୍ଟଙ୍କ ଆଦେଶ ଧର୍ମକୁ ଆଖିଠାର